The Ultimate Managed Hosting Platform
ADVERTISEMENT

କଥାବସ୍ତୁ ଅପେକ୍ଷା ଭିନ୍ନ ଧରଣର ଫିଲ୍ମରେ ଅଭିନୟ କରିବାକୁ ଭଲପାଆନ୍ତି ଭୂମି

Facebook
Twitter
LinkedIn

ଅଭିନୟ ହେଉ କି ଷ୍ଟାଇଲ୍‌ ସବୁଥିରେ ପରୀକ୍ଷା ନିରୀକ୍ଷା କରିବାକୁ ଭଲପାଉଥିବା ଅଭିନେତ୍ରୀ ଭୂମି ପେଦନେକର । ବଲିଉଡ୍‌ରେ ମାତ୍ର ଛ’ ସାତ ବର୍ଷର ଆକ୍ଟିଂ କ୍ୟାରିୟର ତାଙ୍କର । ଏହା ସତ୍ତ୍ୱେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜକୁ ବେଶ୍‌ ପ୍ରତିଷ୍ଠିତ ଓ ପ୍ରମାଣିତ କରିସାରିଲେଣି ଭୂମି ।

ଚିରାଚରିତ ପ୍ରେମ, ପ୍ରତିଶୋଧ, ପ୍ରତିହିଂସା ଥିବା କଥାବସ୍ତୁ ଅପେକ୍ଷା ଭିନ୍ନ ଧରଣର ଫିଲ୍ମରେ ଅଭିନୟ କରିବାକୁ ଭଲପାଆନ୍ତି ସେ । ବିଶେଷକରି ସ୍ୱଚ୍ଛତା, ମହିଳାମାନେ ସାମ୍ନା କରୁଥିବା ବିଭିନ୍ନ ସାମାଜିକ ସମସ୍ୟା ସମ୍ବଳିତ କଥାବସ୍ତୁ ଥିବା ସିନେମାରେ ଆକ୍ଟିଂ କରିବା ତାଙ୍କର ଅଧିକ ପସନ୍ଦ । ଭୂମି ନିଜର ଷ୍ଟାଇଲ୍‌, ନିଜ ଲୁକ୍‌କୁ ନେଇ ସର୍ବଦା ଏକ୍ସପେରିମେଣ୍ଟ କରୁଥାଆନ୍ତି ଓ ଏସବୁର ଫଟୋ, ଭିଡିଓ ପୋଷ୍ଟ କରୁଥାଆନ୍ତି ସୋସିଆଲ ମିଡିଆରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login