ଭୁବନେଶ୍ୱର : କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ।ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ପ୍ରଣବ ପଟ୍ଟନାୟକ । ହସ୍ପିଟାଲରେ ତାଙ୍କୁ ଭେଟିଛନ୍ତି ପ୍ରତିନିଧି ଦଳ ।ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଦିନେ କି ଦୁଇ ଦିନ ମଧ୍ୟରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ନେଇ ସୂଚନା ମିଳିଛି । ଲଗାତାର ୫ ଦଶନ୍ଧି ଧରି ଓଡିଆ ସଂଗୀତ ଜଗତରେ ଛାଇଥିଲେ ।
Views: 100











