The Ultimate Managed Hosting Platform
ADVERTISEMENT

କଖାରୁ ଭିତରେ ଚାଲାଣ ହେଉଥିଲା ଡ୍ରଗ୍ସ

Facebook
Twitter
LinkedIn

ଗୌହାଟୀ: ଡ୍ରଗ୍ସକୁ ନେଇ ବିଭିନ୍ନ ପଦ୍ଧତିରେ ଚାଲାଣ କରନ୍ତି ଚଲାଣକାରୀ । ବିଶେଷକରି ଚାଲାଣକାରୀମାନେ ଏଭଳି ଭାବେ ଡ୍ରଗ୍ସ ସହ ସୁନା ଚାଲାଣ କରିଥାନ୍ତି ଯେମିତି ତାଙ୍କର କେହି ସୁରାକ ପାଇପାରିବେ ନାହିଁ । ତେବେ ଅନେକ ସମୟରେ ଚାଲାଣକାରୀମାନଙ୍କ ଏହି ଯୋଜନା ସବୁ ପଣ୍ଡ ହୋଇଯାଏ ଓ ସେମାନେ ଧରାପଡିଯାନ୍ତି । ବାସ୍ତବରେ ଆଜି ଏମିତି ଏକ ଚୋରା ଚାଲାଣ ବାବଦରେ ଆମେ ଆପଣଙ୍କୁ କହିବୁ ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ୟ୍ୟ ହୋଇଯିବେ । ବାସ୍ତବରେ ଆଜି ଆସାମ ରାଇଫଲ୍ସ ଏବଂ ମଣିପୁର ପୁଲିସ କଖାରୁ ଭିତରେ ଲୁଚାଇ ରଖାଯାଇଥିବା ୩.୫ କୋଟି ଟଙ୍କାର ହେରୋଇନ ଜବତ କରିଛି । ଯାହା ପଡୋଶୀ ମିଆଁମାରରୁ ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login