The Ultimate Managed Hosting Platform
ADVERTISEMENT

କଂଗ୍ରେସ ଭବନରେ ହୋହଲ୍ଲା

Facebook
Twitter
LinkedIn

ଭୁବନେଶ୍ବର: ପ୍ରାର୍ଥୀଙ୍କୁ ନେଇ କଂଗ୍ରେସରେ ତେଜିଲା ଅସନ୍ତୋଷ। ପିପିଲି ଓ ଜୟଦେବ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥିତ୍ବ ନେଇ ଅସନ୍ତୋଷ ଦେଖାଦେଇଛି । କଂଗ୍ରେସ ଭବନରେ ଜୋରଦାର ପ୍ରତିବାଦ, ନାରାବାଜି, ହୋହଲ୍ଲା ସହ ଧସେଇ ପଶିବାକୁ ଉଦ୍ୟମ । ପିପିଲିରେ ଜ୍ଞାନ ରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ଆଶାୟୀ ଥିବା ନିଶିକାନ୍ତ ମିଶ୍ରଙ୍କ ସମର୍ଥକମାନେ ବିରୋଧ କରିଛନ୍ତି । ସେହିପରି ଜୟଦେବ ନିର୍ବାଚନମଣ୍ଡଳୀ ପାଇଁ କୃଷ୍ଣ ଶଗରିଆଙ୍କୁ କଂଗ୍ରେସ ଟିକେଟ ଦେବା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି କ୍ଷ ୭ ଶହ କିଲୋମିଟର ଦୂରର ଜଣେ ନେତାଙ୍କୁ ଏଠାରେ ଦଳ କାହିଁକି ଟିକେଟ ଦେଇଛି ବୋଲି କଂଗ୍ରେସ ନେତା ଓ କର୍ମୀ ପ୍ରଶ୍ନ କରିଛନ୍ତି। ଏନେଇ ଭୁବନେଶ୍ବର କଂଗ୍ରେସ ଭବନରେ ପ୍ରତିବାଦ କରାଯାଇଛି। ତୁରନ୍ତ ଜୟଦେବ ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଶଗରିଆଙ୍କୁ ପରିବର୍ତ୍ତନ କରି ଯୋଗ୍ୟ ନେତାଙ୍କୁ ଟିକେଟ ଦେବା ପାଇଁ ନେତା ଓ କର୍ମୀମାନେ ଦାବି କରିଛନ୍ତି କ୍ଷ କଂଗ୍ରେସ ଭବନରେ ଜୟନ୍ତ ଭୋଇଙ୍କ ସମର୍ଥକମାନେ ପ୍ରାର୍ଥିତ୍ବ ନେଇ ପ୍ରତିବାଦ କହିଛନ୍ତି କ୍ଷ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login