The Ultimate Managed Hosting Platform
ADVERTISEMENT

ଓସ୍କାର ୨୦୨୫ ଦୈାଡରୁ ବିଦା ହେଲା ଲାପତା ଲେଡିଜ

Facebook
Twitter
LinkedIn

ନୂଆଦିଲ୍ଲୀ : ୨୦୨୫ ଓସ୍କାର ଦୈାଡରୁ ବାଦ ପଡିଲା ଲାପତା ଲେଡିଜ । କିରଣ ରାଓଙ୍କ ଫିଲ୍ମ ଲାପତା ଲେଡିଜକୁ ଲାଗିଲା ଝଟକା । ଆମୀର ଖାନଙ୍କ ପ୍ରଡକ୍ସନ୍ସରେ ତିଆରି ହୋଇଥିବା ଏହି ଫିଲ୍ମ ୯୭ ତ୍ତମ ଏକାଡେମୀ ଆୱାର୍ଡରେ ବେଷ୍ଟ ଇଣ୍ଟରନାସନାଲ ଫିଚର ଫିଲ୍ମ କେଟୋଗିରିରେ ଭାରତରେ ଅଫିସିଆଲ ଭାବରେ ପ୍ରବେଶ କରିଥିଲା । କିନ୍ତୁ ଦୁଃଖ ଖବର ହେଉଛି ଲାପତା ଲେଡିସ ଓସ୍କାର ଆୱାଡରୁ ବାହାରି ଯାଇଛି । ଏହି ଖବର ପାଇଲା ପରେ ଫାନ୍ସ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ମଙ୍ଗଳବାରରେ ଦିନ ଏକାଡେମୀ ଅଫ ମୋସନ ଫିଚର୍ସ ଆର୍ଟସ ଏଣ୍ଡ ସାଇନ୍ସ ଆଗାମୀ ରାଉଣ୍ଡ ପାଇଁ ୧୫ଟି ଫିଲ୍ମ କୁ ଚୟନ କରାଯାଇଛି । ଏଥିରେ କିରଣ ରାଓଙ୍କ ନିର୍ଦେଶନାରେ ତିଆରି ହୋଇଥିବା ଲାପତା ଲେଡିଜ ଲିଷ୍ଟରେ ନଥିଲା । ଯାହା ଫଳରେ ଫ୍ୟାନ୍ସ ଙ୍କୁ ଲାଗିଥିଲା ଝଟକା । ଆମୀରଙ୍କ ଫିଲ୍ମ କୁ ବାହାର କରାଯାଇ ଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login