The Ultimate Managed Hosting Platform
ADVERTISEMENT

ଓଡିଶା ଭିନ୍ନକ୍ଷମ ମଞ୍ଚ ପକ୍ଷରୁ ଭିନ୍ନକ୍ଷମ ସାର୍ଟିଫିକେଟ୍ ପୁନଃ ଯାଞ୍ଚ ପାଇଁ ଦାବି

Facebook
Twitter
LinkedIn

ଭଦ୍ରକ : ଓଡିଶା ଭିନ୍ନକ୍ଷମ ମଞ୍ଚ ଭିନ୍ନକ୍ଷମ ସାର୍ଟିଫିକେଟ୍ ଗୁଡିକର ପୁନଃ ଯାଞ୍ଚ ପ୍ରକ୍ରିୟା ପାଇଁ ଦାବି କରିଛନ୍ତି । ଆଜିକାଲି ନକଲି ଜାଲ୍ ସାର୍ଟିଫିକେଟ୍ କରି ବିଭିନ୍ନ ସୁବିଧା ସୁଯୋଗ ପାଉଛନ୍ତି । ମଞ୍ଚ ଅଭିଯୋଗ କରିଛି ଯେ ଭଦ୍ରକ କଲେଜରେ ଜାଲ୍ ସାର୍ଟିଫିକେଟରେ ଆଡ଼ମିଶନ ମାମଲା ପରେ ଏନେଇ ଯାଞ୍ଚ ପାଇଁ ମଞ୍ଚ ଅନୁରୋଧ କରିଛି । ଅନେକ ଲୋକ ଦିବ୍ୟାଙ୍ଗ ନହେଲେ ମଧ୍ୟ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ୍ ହାତେଇଛନ୍ତି । ଏହି ନକଲି ସାର୍ଟିଫିକେଟ ମାଧ୍ୟମରେ ଭିନ୍ନକ୍ଷମଙ୍କୁ ମିଳୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ମଧ୍ୟ ହାତେଇଛନ୍ତି । ଏପରିକି ବିକଳାଙ୍ଗ ଭତ୍ତା ମଧ୍ୟ ହାତେଇଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି । ଏବେ ଜିଲ୍ଲା ପ୍ରଶାସନ ତରଫରୁ ହାତଲେଖା ଭିନ୍ନକ୍ଷମ ସାର୍ଟିଫିକେଟରେ ସୁବିଧା ନେଇଥିବା ବ୍ୟକ୍ତିଙ୍କ ପ୍ରମାଣପତ୍ରକୁ ପୁଣି ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି ଓଡିଶା ଭିନ୍ନକ୍ଷମ ମଞ୍ଚ ।

 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login