ଭୁବନେଶ୍ୱର : ଓଡିଶାର ଦୁଇଟି ନୂଆ ରେଳ ଲାଇନକୁ ସ୍ୱତନ୍ତ୍ର ପ୍ରକଳ୍ପ ନେଇ ବିଜ୍ଞପ୍ତି । ୧୬.୫ କିମି ତାଳଚେର-ଅନୁଗୁଳ ନୂଆ ବ୍ରଡଗଜ ଲାଇନ ନେଇ ବିଜ୍ଞପ୍ତି । ୧୬.୫ କିମି ନୂଆ ଲାଇନରେ ତାଳଚେରଠାରେ ୱାଇ କନେକ୍ସନ । ବରଗଡ-ନୂଆପଡା ରୋଡ ୧୪୨ କିମିକୁ ବି ସ୍ୱତନ୍ତ୍ର ପ୍ରକଳ୍ପ ମାନ୍ୟତା । ୨ ନୂଆ ପ୍ରକଳ୍ପ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଗେଜେଟ ବିଜ୍ଞପ୍ତି ।
Views: 65