The Ultimate Managed Hosting Platform
ADVERTISEMENT

ଓଡିଶାର ୨ ଜିଲ୍ଲା ଦେବଗଡ ଓ କେନ୍ଦୁଝରରେ ସୁନାଖଣିର ସନ୍ଧାନ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟର ୨ ଜିଲ୍ଲାରେ ସୁନାଖଣି । ରାଜ୍ୟରେ ଦୁଇଟି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଥିବା ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା ଅଣତାରକା ପ୍ରଶ୍ନରେ ଉତ୍ତର ରଖିଛନ୍ତି । ଦେବଗଡ଼ ଜିଲ୍ଲାର ଆଡ଼ାସ- ରାମପଲ୍ଲୀ ଓ କେନ୍ଦୁଝରର ଜିଲ୍ଲାର ଗୋପୁର- ଗଜିପୁର ଅଞ୍ଚଳରେ ସୁନାଖଣି ଥିବାର ସନ୍ଧାନ ମିଳିଛି । କେନ୍ଦୁଝରରେ ଜିଏସଆଇ ଓ ରାଜ୍ୟ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ସହଭାଗିତାରେ G-2ସ୍ତରର ଅନୁସନ୍ଧାନ କାର୍ୟ୍ୟ ଚାଲୁରହିଛି । ଅନୁସନ୍ଧାନକାରୀ ସଂସ୍ଥା ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login