The Ultimate Managed Hosting Platform
ADVERTISEMENT

ଓଡିଶାରେ ୧୨ ଦିନ ଥିଲା ଗୁଡ୍ଡୁ ମୁସଲିମ୍ !

Facebook
Twitter
LinkedIn

ଭୁବନେଶ୍ୱର : ଓଡିଶାରେ ୧୨ ଦିନ ରହିଥିଲା ଗ୍ୟାଙ୍ଗଷ୍ଟାର ଗୁଡ୍ଡୁ ମୁସଲିମ । ଏପ୍ରିଲ ୨ରୁ ୧୩ ପର୍ଯ୍ୟନ୍ତ ଥିବା ନେଇ ରିପୋର୍ଟ ପ୍ରକାଶ । ଗୁଡ୍ଡୁ ମୁସଲିମର ଅବସ୍ଥାନ ନେଇ ଜାତୀୟ ଗଣମାଧ୍ୟମର ଖବର । ଏପ୍ରିଲ ୨ ରୁ ୧୩ ପ ର୍ଯ୍ୟନ୍ତ ବରଗଡରେ ରହିଥିବା ଖବର ପ୍ରକାଶ । ବରଗଡରୁ ଗୁଡ୍ଡୁ ଛତିଶଗଡ ପଳାଇଥିବା ନେଇ ଖବର ପ୍ରକାଶ । ମରଟ, ଆଜମେର , ଝାନସୀ , ନାସିକ, ପୁଣେ ପରେ ବରଗଡ ଆସିଥିଲା ଗୁଡ୍ଡୁ । ଏସଟିଏଫକୁ ଚକମା ଦେବା ପାଇଁ ଗୁଡ୍ଡୁ ବିଭିନ୍ନ ଜାଗା ବଦଳାଉଥିଲା । ବରଗଡ ଛାଡିବା ବେଳେ ବ୍ୟାଗ୍ ଛାଡି ପଳାଇଥିବା ମଧ୍ୟ ରିପୋର୍ଟ । ଗୁଡ୍ଡୁର ପ୍ରମୁଖ ସହ ଯୋଗୀ ରାଜା ଖାନ୍ କୁ ଏସଟିଏଫ ଜେରା କରିଥିବା ରିପୋର୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login