ଭୁବନେଶ୍ୱର : ଓଡିଆ ବିଶ୍ୱ ବିଦ୍ୟାଳୟ ପାଇଁ ନିଯୁକ୍ତ ହେଲେ କୁଳପତି । ପ୍ରଫେସର ସବିତା ପ୍ରଧାନ ହେଲେ ପ୍ରଥମ କୁଳପତି । ଶାନ୍ତିନିକେତନର ଓଡିଆ ପ୍ରଫେସର ସବିତା ପ୍ରଧାନ । ପ୍ରଫେସର ସବିତା ପ୍ରଧାନ କୁଳପତି ଭାବେ ଦୁଇ ବର୍ଷ ଧରି ଦାୟିତ୍ବ ତୁଲାଇବେ । ଏନେଇ ରାଜ୍ୟପାଳ ତଥା କୁଳାଧିପତିଙ୍କ ଅଫିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Views: 90