The Ultimate Managed Hosting Platform
ADVERTISEMENT

ଓଟିଇଟି ବିଭ୍ରାଟ : ରିମାଣ୍ଡରେ ଆସିବେ ୨ ଅଭିଯୁକ୍ତ

Facebook
Twitter
LinkedIn

ଭୁବନେଶ୍ୱର : ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୨ ଦିନିଆ ରିମାଣ୍ଡରେ ଆସିବେ ଜିତନ ମହାରଣା ଓ ବିଜୟ ମିଶ୍ର । ଅଧିକ ତଥ୍ୟ ହାସଲ ପାଇଁ ଉଭୟଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ୧୧ ଓ ୧୨ ଦୁଇ ଦିନ ପାଇଁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରା ଉଚୁରା କରିବ ବୋଲି ଅନୁମତି ମିଳିଛି । ଏହି ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ ଦୁଇ ଦିନିଆ ରିମାଣ୍ଡ ପ୍ରଦାନ କରିଥିଲେ କୋର୍ଟ। ଏହି ଦୁଇ ଦିନରେ ଉଭୟଙ୍କୁ ସାମ୍ନାସାମ୍ନି ଜେରା କରାଯିବ ବୋଲି ଜଣାପଡିଛି। ଜିତନ ମହାରଣା ହିଁ ପ୍ରଥମ ବ୍ୟକ୍ତି ଯିଏ କି ବୋର୍ଡର ଉପସଭାପତିଙ୍କ ଲାପଟପରୁ ପ୍ରଶ୍ନପତ୍ର ପେନଡ୍ରାଇଭ ଜରିଆରେ ଚୋରି କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login