The Ultimate Managed Hosting Platform
ADVERTISEMENT

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

Facebook
Twitter
LinkedIn

ଭୁବନେଶ୍ୱର : କେନାଲ ବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବାହାଦଲପୁର କେନାଲ ବନ୍ଧ ନିକଟ ବୁଦାରୁ ମୃତଦେହ ଉଦ୍ଧାର । ଗତକାଲିଠାରୁ ମୃତ ଯୁବକ ଜଣକ ନିଖୋଜ ଥିଲେ । କେହି ହତ୍ୟା କରି ଯୁବକଙ୍କୁ ଫିଙ୍ଗି ଦେଇଥିବା ସନେ୍ଦହ । ଗତକାଲିଠାରୁ ଯୁବକ ଜଣକ ନିଖୋଜ ଥିଲେ । ଗତକାଲି ରାତିରେ ଯୁବକ ଜଣକ ହାଟ ଯାଇଥିଲେ। କିନ୍ତୁ ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ଆଖ ପାଖ ଅଞ୍ଚଳରେ ଖୋଜା ଖୋଜି କରିଥିଲେ। ଆଜି ସକାଳୁ ଦୟା ୱେଷ୍ଟ କେନାଲରେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏୟାରଫିଲ୍ଡ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login