ଭୁବନେଶ୍ୱର : ଓଡିଶା ଷ୍ଟାଫ ସିଲେକ୍ସନ କମିଶନ କାର୍ଯ୍ୟାଳୟ ଘେରିଲେ ପରୀକ୍ଷାର୍ଥୀ । ଜେଇ ମେନ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାରେ ଘେରିଲେ । ପ୍ରଶ୍ନପତ୍ର ବିକ୍ରିରେ ସାମିଲ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି । ପୁନଃ ଘୋଷଣା ହୋଇଥିବା ପରୀକ୍ଷା ସ୍ୱଚ୍ଛତାର ସହ ସମ୍ପାଦନ ନେଇ ପ୍ରଶ୍ନ । ସେପ୍ଟେମ୍ବର ୩ରେ ପୁନଃ ପରୀକ୍ଷା ହେବାକୁ ତାରିଖ ଘୋଷଣା ହୋଇଛି ।
Views: 67