The Ultimate Managed Hosting Platform
ADVERTISEMENT

ଖୋଲିଲା ହୀରାକୁଦର ଆଉ ୩ ଗେଟ

Facebook
Twitter
LinkedIn

ସମ୍ବଲପୁର : ହୀରାକୁଦ ଡ୍ୟାମର ଆଉ ୩ ଗେଟ ଖୋଲିଲା । ଜଳସ୍ତର ବଢୁଥିବାରୁ ଆୁ ୩ ଗେଟ ଖୋଲିଲା । ଏବେ ୮ଟି ଗେଟ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି ।
ସୂଚନା ଅନୁଯାୟୀ ଓ ଗତକାଲି ପର୍ଯ୍ୟାୟ କ୍ରମେ ୫ଟି ଗେଟ ହୀରାକୁଦର ଖୋଲିଥିଲା । ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦର ଜଳସ୍ତର । ଗତକାଲି ନିଷ୍କାସିତ ହୋଇଛି ବର୍ଷର ପ୍ରଥମ ବନ୍ୟା ଜଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login