The Ultimate Managed Hosting Platform
ADVERTISEMENT

ଏୟାରପୋର୍ଟରେ ୧୦ ଟଙ୍କାରେ ମିଳିବ ଚା ଓ କଫି

Facebook
Twitter
LinkedIn

ନୂଆଦିଲ୍ଲୀ : ବିମାନ ଯାତ୍ରୀ ପାଇଁ ଖୁସି ଖବର । ଏଣିକି ବିମାନ ବନ୍ଦରେ ୧୦ ଟଙ୍କାରେ ମିଳିବ ଚା ଓ କଫି । କେନ୍ଦ୍ର ସରକାର ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ନିଜ ଅଧିନରେ ଥିବା ବିମାନବନ୍ଦରରେ ଭିତରେ ଉଡାଣ ଯାତ୍ରୀ କାଫେ ଆରମ୍ଭ କରିବାକୁ ଯାଉଛି । ଏଠାରେ କମ୍ ଦାମରେ ଯାତ୍ରୀଙ୍କୁ ଖାଇବା ସହିତ ଚା-କଫି ମିଳିବ । ଏହାର ଆରମ୍ଭ କୋଲକତା ସ୍ଥିତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏୟାରପୋର୍ଟରୁ ଆରମ୍ଭ ହେବ । ଏହା ଏକ ପାଇଲଟ ପ୍ରୋଜେକ୍ଟ । ଏହାପରେ ଅନ୍ୟ ଏହାରପୋର୍ଟରେ ଏହି ସୁବିଧା ମିଳିବ । କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି, ବିମାନ ଯାତ୍ରୀଙ୍କ ଅନୁଭବକୁ ଭଲ କରିବା ପାଇଁ କମ୍ ଦାମରେ ଜଳପାଳନ ସୁବିଧା ମିଳିବା ପାଇଁ ଏୟାରପୋର୍ଟ ଉଡାଣ ଯାତ୍ରୀ କାଫେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login