The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଏସବୁ ରୋଗ ପାଇଁ ଅଟେ ରାମବାଣ

Facebook
Twitter
LinkedIn

ରତୀୟ ଆୟୁର୍ବେଦ ହେଉଛି ପୁରାତନ ପଦ୍ଧତି । ଏହା ମଣିଷକୁ ସୁସ୍ଥ ରଖିବା ପାଇଁ ଖୁବ ଉପକାରୀ ଓ ଉପଯୋଗୀ ଅଟେ । ପୂର୍ବ ସମୟରେ କେବଳ ଆୟୁର୍ବେଦ ଚିକିତ୍ସା ଦ୍ୱାରା ମଣିଷମାନେ ଚିକିିତ୍ସିତ ହେଉଥିଲେ । ତେଣୁ ଆୟୁର୍ବେଦ ଅନୁସାରେ ଏପରି କିଛି ରୋଗ ରହିଛି ଯାହା ପାନମଧୁରୀ ଓ ମହୁ ଦ୍ୱାରା ଚିକିତ୍ସିିତ କରାଯାଇ ପାରିବ ।

ପ୍ରଥମତଃ ପାନମଧୁରୀ ଓ ମହୁ ଓଜନ କମାଇବାରେ ସାହାଯ୍ୟ କରିଥାଏ । ଆଜିକାଲିର ଜୀବନ ଶୈଳୀ ମଣିଷକୁ ରୋଗରେ ପକାଉଛି । ଓ ସବୁଠୁ ବଡ ରୋଗ ହେଉଛି ମେଦବହୁଳତା । ମୋଟାପଣ ଦୂର କରିବାକୁ ନିୟମିତ ସକାଳୁ ଖାଲି ପେଟରେ ଗୋଟିଏ ଚାମଚ ପାନମଧୁରୀ ଗୁଣ୍ଡକୁ ମହୁ ସହିତ ମିଶାଇ ଉଷୁମ ପାଣିରେ ସେବନ ରନ୍ତୁ । ଯାହା ଓଜନ ହ୍ରାସ କରିବାରେ ବିଶେଷ ସାହାଯ୍ୟ କରିଥାଏ ।

• ଥଣ୍ଡାକାଶ ଓ କଫ ସମସ୍ୟାକୁ ଠିକ୍ କରିବାକୁ ଆପଣ ନିୟମିତ ଗୋଟିଏ ଚାମଚ ମହୁକୁ ଉଷୁମ କରି ସେଥିରେ ଗୋଟିଏ ଚାମଚ ପାନମଧୁରୀ ଗୁଣ୍ଡ ମିଶାଇ ସେବନ କରନ୍ତୁ । ନିୟମିତ ଏପରି କରିବା ଦ୍ୱାରା ଥଣ୍ଡା କାଶ ଓ କଫ ସମସ୍ୟା ଦୂର ହୋଇଥାଏ ।• ପାଚନ ତନ୍ତ୍ର ପାଇଁ ଲାଭ ଦାୟକ ମଧ୍ୟ ହୋଇଥାଏ । ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ପାଚନ ତନ୍ତ୍ର ଖୁବ୍ ସୁଦୃଢ ରହିବା ଉଚିତ୍ । ଯେଉଁ ବ୍ୟକ୍ତି ଗ୍ୟାସ୍ ଏସିଡିଟି ସମସ୍ୟା ଦେଇ ଗତି କରୁଛନ୍ତି ସେମାନେ ନିୟମିତ ଭାବରେ ପାନମଧୁରୀ ଓ ମହୁ ସେବନ କରିବା ଉଚିତ ।• ସକାଳେ ଓ ରାତିରେ ଖାଇ ସାରିବା ପରେ ଏହି ଉପାୟକୁ ଆପଣାନ୍ତୁ । ରକ୍ତ ସଫା କରି ସ୍କିନକୁ ସଫା ରଖିବାରେ ମଧ୍ୟ ଏହା ବେଶ୍ ଉପଯୋଗୀ । ପାନମଧୁରୀ ଓ ମହୁରେ ଥିବା ପୋଷକ ତତ୍ତ୍ୱ ଉଭୟ ତ୍ୱଚା ଓ ରକ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଏହାକୁ ନିୟମିତ ସେବନ କରିବା ଦ୍ୱାରା ଚର୍ମ ସୁସ୍ଥ ରହିଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login