The Ultimate Managed Hosting Platform
ADVERTISEMENT

ଏମିତି କରନ୍ତୁ ଲୁଣ ବ୍ୟବହାର , ଚମକି ଉଠିବ ତ୍ୱଚା !

Facebook
Twitter
LinkedIn

ବ୍ୟୁରୋ : ସମସ୍ତଙ୍କୁ ଦରକାର ଦାଗହୀନ ଏବଂ ଉଜ୍ଜଳ ତ୍ୱଚା । ଏଥିପାଇଁ ଅନେକ ତ ଚିନ୍ତାରେ ପଡିଯାଆନ୍ତି । ଶୁଷ୍କ ତ୍ୱଚା, କଳା ଦାଗ, ବ୍ରଣ ଏମିତି ଅନେକ ଆମର ମୁହଁର ଉଜ୍ୱଳତାକୁ ନଷ୍ଟ କରିଦିଏ । ତେଣୁ ପାର୍ଶ୍ୱପ୍ରତିକ୍ରିୟା ସତ୍ୱେ ପ୍ରାୟ ପ୍ରତ୍ୟେକ ଝିଅ ବିଭିନ୍ନ ବିଉଟି ପ୍ରଡକ୍ଟର ସାହାରା ନିଅନ୍ତି । ଆପଣଙ୍କ ରୋଷେଇଘରେ ଥିବା ଲୁଣକୁ ବ୍ୟବହାର କରି ଆପଣ ଚମକୁଥିବା ଚେହେରା ପାଇପାରିବେ। କିନ୍ତୁ କଣ ଆପଣ ଜାଣନ୍ତି ରୋଷେଇଘରେ ଥିବା ଲୁଣକୁ ବ୍ୟବହାର କରି ଆପଣ ଚମକୁଥିବା ଚେହେରା ପାଇପାରିବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନଥାଏ । ଆପଣ ଭାବୁଥିବେ ଖାଦ୍ୟର ସ୍ୱାଦ ବଢାଉଥିବା ସାମାନ୍ୟ ଲୁଣ କିପରି ଆପଣଙ୍କର ଚେହେରା କୁ ଉଜ୍ଜଳ କରିବା ? ଆସନ୍ତୁ ଜାଣିବା ବ୍ୟବହାର କିପରି କରିବେ ।
ଲୁଣ , ଅଲିଭ ତେଲ , ଲାଭେଣ୍ଡର ତେଲ ଓ ବାଦାମ କୁ ନେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ୱଚା ଉପରେ ଭଲ ଭାବରେ ସ୍କ୍ରବ କରି କିଛି ସମୟ ଶୁଖିବାକୁ ଛାଡିଦିଅନ୍ତୁ । ତା’ପରେ ଥଣ୍ଡା ଜଳରେ ମୁହଁକୁ ଧୋଇଦିଅନ୍ତୁ । ବର୍ତମାନ ଆପଣ ଏହାର ପ୍ରଭାବ ଦେଖିପାରିବେ ।
୧ ଚାମଚ ଲୁଣ , ଏକ ଚାମଚ ଲେମ୍ବୁରସ , ଏକ ଚାମଚ ବେକିଙ୍ଗ ସୋଡ଼ା ଓ ଅଧା କପ ପାଣିରେ ମିଶେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ନଖ ଉପରେ ଲଗାନ୍ତୁ । କିଛି ଦିନ ପରେ ଆପଣ ନଖ ଚମକିବ ଆରମ୍ଭ କରିବ ।
କେବଳ ତ୍ୱଚା ଉଜ୍ଜଳ ପାଇଁ ନୁହଁ ଆପଣ ଦାନ୍ତକୁ ଚାମକାଇବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଏକ ଚାମଚ ଲୁଣ , ଏକ ଚାମଚ ବେକିଙ୍ଗ ପାଉଡରର ଏକ ମିଶ୍ରଣ ପ୍ରସ୍ତୁତ କରି ଏହାକୁ ବ୍ରଶରେ ଲଗାଇ ବ୍ୟବହାର କରନ୍ତୁ, ଆପଣ କିଛିଦିନ ମଧ୍ୟରେ ଚମକୁ ଥିବା ଦାନ୍ତ ପାଇପାରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login