ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକଙ୍କ ସୂଚନା । ଏବେ ଦେଖାଯାଉଥିବା କୋଭିଡ କେସକୁ ଲହର କୁହାଯାଇ ପାରିବ ନାହିଁ । ଦୁଇ ତିନିଟି ଲହର ପରେ ଏହା ସାଧାରଣ ଥଣ୍ଡା କାଶ ରୋଗରେ ପାଲଟିଛି । ମଝିରେ ମଝିରେ କୋଭିଡ ହେଉଛି, କେହି ଗୁରୁତର ହେଉନାହାନ୍ତି । ଅକ୍ଟୋବର ଯାଏଁ ପଜିଟିଭ ଆସୁଥିଲା, ଏବେ ଜଣେ ପଜିଟିଭ ଚିହ୍ନଟ । ତାଙ୍କର ବିଭିନ୍ନ ରୋଗ ପାଇଁ ଦେହ ଖରାପ ଥିଲା, କୋଭିଡ ନୁହେଁ । ଭାରିଆଣ୍ଟ ଜାଣିବାକୁ ନମୁନାକୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । କୋଭିଡ ଲାଗି ରାଜ୍ୟ ସରକାର ପ୍ରସ୍ତୁତ, ଭୟଭୀତ ହୁଅନ୍ତୁ ନାହିଁ ।
Views: 15