ମାଲକାନଗିରି: ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଛତିଶଗଡ ନାରାୟଣପୁର ଆବୁଜାମାଡ ଜଙ୍ଗଲରେ ଏନକାଉଣ୍ଟର । ଡିଆରଜି, ଏସଟିଏଫର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ । ୪ ମାଓବାଦୀ ନିପାତ, ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି । ମାଓ କ୍ୟାମ୍ପ ଚାଲିଥିବା ବେଳେ ଘେରାଉ କରିଥିଲେ ଯବାନ। ଏହି ସମୟରେ ଗୁଳି ବିନିମୟ ହୋଇଥିଲା। ଘଟଣାସ୍ଥଳରେ କମ୍ବିଂକୁ ଜୋରଦାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କସ୍ତର ଆଇଜି ପି. ସୁନ୍ଦରରାଜ। ଡିଆରଜି ଓ ଏସଟିଏଫ୍ ଯବାନ ଅପରେସନରେ ସାମିଲ । ବିଭିନ୍ନ ମାଓ ଆଡ୍ଡାସ୍ଥଳୀରେ ମାଓବାଦୀଙ୍କୁ ଯବାନମାନେ ଘେରି ରହିଛନ୍ତି ।
Views: 96