ଭୁବନେଶ୍ୱର : ପୋଲିସ ଏନକାଉଣ୍ଟରରେ ମହିଳା ନକ୍ସଲ ନିହତ । ଛତିଶଗଡ ବିଜାପୁର ଜିଲ୍ଲାରେ ନକ୍ସଲ-ପୁଲିସ ଗୁଳିବିନିମୟ । ଗାଙ୍ଗଲୁର ଥାନା କରଚୋଲି –ତଡକା ଜଙ୍ଗଲ ମଧ୍ୟରେ ଏନକାଉଣ୍ଟର । ଏକାଧିକ ନକ୍ସଲଙ୍କ ଛତ୍ରଭଙ୍ଗ ସହ ରାଇଫଲ ଜବତ ।
ପ୍ରେମିକାର ବ୍ଲାକମେଲିଂ ପାଇଁ ଚାଲିଗଲା ଆଜେକ୍ସଙ୍କ ଜୀବନ !
Views: 150