The Ultimate Managed Hosting Platform
ADVERTISEMENT

ଏକାସାଙ୍ଗରେ ୩୬ଟି ସାଟେଲାଇଟ୍ ଉତକ୍ଷେପଣ କଲା ଇସ୍ରୋ

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ଇତିହାସ ରଚିଲା ଇସ୍ରୋ । ଏକାସାଙ୍ଗରେ ୩୬ଟି ସାଟେଲାଇଟ୍ ଉତକ୍ଷେପଣ କଲା ଇସ୍ରୋ। । ଚେନ୍ନାଇ ଶ୍ରୀହରିକୋଟାରୁ ହେଲା LVM3ର ଉତକ୍ଷେପଣ । ଖଠଗ୩ ରକେଟ୍ ଜରିଆରେ ଛଡ଼ାଗଲା ଏକାଥରେ ୩୬ଟି ଉପଗ୍ରହ। ଓ୍ଵାନ ୱେବ-୨ ମିଶନ ଜରିଆରେ ମହାକାଶକୁ ଛଡ଼ା ଯାଇଛି ୩୬ଟି ଉପଗ୍ରହ। ସତୀଶ ଧବନ ସ୍ପେସ୍ ସେଣ୍ଟରରୁ ଆଜି ସକାଳ ଠିକ୍ ୯ଟା ବେଳେ ଓ୍ଵାନ୍ ୱେବ -୨ ମିଶନରେ ମାର୍କ-୩ ରକେଟକୁ ଲଞ୍ଚ କରାଯାଇଥିଲା । ଏହା ହେଉଛି ଇସ୍ରୋର ସବୁଠୁ ଓଜନିଆ ରକେଟ୍ । ସମୁଦାୟ ୫,୮୦୫ କିଲୋଗ୍ରାମ୍ ଓଜନର ଏହି ୱାନ୍ ୱେବ୍ ଜେନ୍-୧ ସାଟେଲାଇଟ୍ ଗୁଡ଼ିକୁ ମହାକାଶରେ ୮୭.୪ ଡିଗ୍ରୀ ଅଣେଇ ରଖାଯାଇ ୪୫୦ କିଲୋମିଟର୍ ବୃତ୍ତାକାର କକ୍ଷପଥରେ ସ୍ଥାପନ କରାଯିବ। ଏହି ୩୬ଟି ସାଟେଲାଇଟ୍ର ମୋଟ ଓଜନ ୫ ହଜାର ୮୦୫ କିଲୋଗ୍ରାମ । ଏହି ୩୬ଟି ସାଟେଲାଇଟ୍ ଆର୍ଥ ଅରବିଟରେ ସ୍ଥାପିତ ହେଲେ ବିଶ୍ୱର କୋଣ କୋଣରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଆହୁରି ଦୃଢ଼ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login