The Ultimate Managed Hosting Platform
ADVERTISEMENT

ଏକାବେଳେ ୫ ସିଲିଣ୍ଡର ବିସ୍ଫୋରଣ

Facebook
Twitter
LinkedIn

ବାଲେଶ୍ୱର : ଦୋକାନରେ ଏକାବେଳେ ୫ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ଗ୍ୟାସ ସିଲିଣ୍ଡର ଫାଟି ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ । ମେରାଇନ ଥାନା ନାଉପାଳଗଡିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ନିଆଁ ଲିଭାଇବାକୁ ଉଦ୍ୟମ । ଆଜି ସକାଳେ ଏକ ଦୋକାନ ଘରେ ବେଆଇନ ଭାବରେ ୬୦ ରୁ ଅଧିକ ଗ୍ୟାସ ଟାଙ୍କି ରଖା ଯାଇଥିବା ବେଳେ ହଠାତ ନିଆଁ ଲାଗି ବିସ୍ପୋରଣ ଘଟିଥିଲା । ଗୋଟିଏ ପରେ ଗୋଟିଏ ୯ରୁ ଅଧିକ ଟାଙ୍କିରେ ନିଆଁ ଲାଗି ଫାଟିଥିଲା ଟାଙ୍କି । ଏତେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଯେ ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login