The Ultimate Managed Hosting Platform
ADVERTISEMENT

ଇସ୍ଲାମାବାଦ-ଲାହୋର ରାଜପଥରେ ଓଲଟିଲା ବସ୍; ୧୩ ଯାତ୍ରୀ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୨ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ଇସଲାମାବାଦ-ଲାହୋର ରାଜପଥରେ ଏହି ଦୁର୍ଘଟଣା ଘଟିଛି। ମିଡିଆ ରିପୋର୍ଟ ମୁତାବକ, ଏହି ଦୁର୍ଘଟଣା ପାଇଁ ଡ୍ରାଇଭର ଏବଂ ବସ୍ ମାଲିକଙ୍କୁ ଦାୟୀ କରାଯାଉଛି। କୁହାଯାଉଛି ଯେ ବସ୍ ଯେତେବେଳେ ରାୱଲପିଣ୍ଡି ଛାଡ଼ିଥିଲା, ସେହି ସମୟରେ ହିଁ ବସ୍ରେ ତ୍ରୁଟି ଦେଖାଯାଇଥିଲା। ବସଟି ଠିକ୍ ଭାବେ ଚାଲୁ ନ ଥିଲା। ଯଦିଓ ପରିବହନ କମ୍ପାନୀର କହିବା ହେଲା କି, ସୁରକ୍ଷିତ ଯାତ୍ରା ପାଇଁ ବସ୍ ଭଲ ସ୍ଥିତିରେ ଥିଲା। ତେବେ ଏହି ଘଟଣାରେ ବସ୍ ଡ୍ରାଇଭର ଏବଂ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login