The Ultimate Managed Hosting Platform
ADVERTISEMENT

ଇସ୍ରୋର ସ୍ପେଡକ୍ସ ମିଶନ ସଫଳ

Facebook
Twitter
LinkedIn

ନୂଆଦିଲ୍ଲୀ : ମହାକାଶରେ ଇସ୍ରୋର ବଡ ସଫଳତା । ମହାକାଶରେ ସ୍ପେଡକ୍ସ ମିଶନ ସଫଳ କଲା ଇସ୍ରୋା ଦୁଇ ସାଟେଲାଇଟ ଚେଜର ଓ ଟାର୍ଗେଟକୁ ସଫଳତାର ସହ ଡକିଂ କରିଛି ଇସ୍ରୋ । ଏହା ଭାରତ ପାଇଁ ଏକ ଐତିହାସିକ ସଫଳତା । ଡକିଂ ପୂର୍ବରୁ ଆଜି ସିରିଜ ମାନ୍ୟୁଭର ହୋଇଥିଲା । ଏହି ସଫଳତା ସହ ସ୍ପେସ୍ ଡକିଂ କ୍ଷେତ୍ରରେ ବିଶ୍ବର ଚତୁର୍ଥ ଦେଶ ହୋଇଛି ଭାରତ । ପୂର୍ବରୁ ଚୀନ, ରୁଷ ଓ ଆମେରିକା ଏହି ସଫଳତା ହାସଲ କରି ସାରିଛନ୍ତି ।
ଇସ୍ରୋ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି କି, ଭାରତ ଅନ୍ତରୀକ୍ଷ ଇତିହାସରେ ନିଜ ନାମ ଲେଖିଛି । ସ୍ପାଡେକ୍ସ ମିଶନରେ ଐତିହାସିକ ଡକିଂ ସଫଳତା ହାସଲ କରିଛି । ଏହି ମୁହୂର୍ତ୍ତ ଦେଖି ଗର୍ବ ଅନୁଭୂତ ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login