The Ultimate Managed Hosting Platform
ADVERTISEMENT

ଇଣ୍ଡୋନେସିଆ ଓ ତାଜାକିସ୍ତାନରେ ଭୂକମ୍ପ ଝଟକା

Facebook
Twitter
LinkedIn

ନୂଆଦିଲ୍ଲୀ : ଇଣ୍ଡୋନେସିଆ ଓ ତାଜାକିସ୍ତାନରେ ଭୂକମ୍ପ ଝଟକା । ଥରିଲା ଇଣ୍ଡୋନେସିଆ । ଭୂକମ୍ପର ଝଟକାରେ ଥରହର ଇଣ୍ଡୋନେସିଆ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ରେକର୍ଡ ହୋଇଥିବା ବେଳେ ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରାରେ ଏହାର ପ୍ରଭାବ ବହୁ ମାତ୍ରାରେ ଅନୁଭୂତ ହୋଇଛି । ସେହିପରି ତାଜାକିସ୍ତାନରେ ବି ଭୂକମ୍ପର ଝଟକା ଲାଗିଛି । ୩.୯ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ତାଜାକିସ୍ତାନରେ ଅନୁଭୂତ ହୋଇଥିବା ବେଳେ ଉଭୟ ଇଣ୍ଡନେସିଆ ଏବଂ ତାଜାକିସ୍ତାନରେ କୌଣସି କ୍ଷୟକ୍ଷତି ନେଇ ରିପୋର୍ଟ ଆସିନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login