ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଭୂକମ୍ପ । ୭ ତୀବ୍ରତାର ଭୂକମ୍ପ ଅନୁଭୂତ । ଜାଭାର ଉତ୍ତର ଉପକୂଳରେ ବଡ ଧରଣର ଝଟକା । ଭୂପୃଷ୍ଠର ୫୯୪ କିମି ତଳେ ଭୂକମ୍ପର କେନ୍ଦ୍ରସ୍ଥଳ । ବହୁତ ଗଭୀରତାର କେନ୍ଦ୍ରସ୍ଥଳ ଥିବାରୁ ସୁନାମୀ ସମ୍ଭାବନା ନାହିଁ । ଗଭୀରତାରେ କେନ୍ଦ୍ରସ୍ଥଳ ଦୃଷ୍ଟିରୁ ସେପରି କିଛି କ୍ଷୟକ୍ଷତି ହୋଇନି ।
କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା, ଆଜିଠୁ ବନ୍ଦ ହୋଇଯିବ ମାଗଣା ବିଜୁଳି ସବସିଡି
Views: 69