The Ultimate Managed Hosting Platform
ADVERTISEMENT

ଆସୁଛି ରାମଚରଣ ଓ କିଆରା ଆଡଭାନୀଙ୍କ ନୂଆ ଫିଲ୍ମ ‘ଗେମ୍ ଚେଞ୍ଜର’

Facebook
Twitter
LinkedIn

ନୂଆଦିଲ୍ଲୀ : ଆସୁଛି ରାମଚରଣ ଓ କିଆରା ଆଡଭାନୀଙ୍କ ନୂଆ ଫିଲ୍ମ । ଫିଲ୍ମର ନିର୍ଦ୍ଦେଶନା ଦେବେ ସାଉଥ୍ର ଜଣାଶୁଣା ନିର୍ଦ୍ଦେଶକ ଶଙ୍କର । ଫିଲ୍ମର ନାଁ ରହିଛି ‘ଗେମ୍ ଚେଞ୍ଜର’ । ‘ଆରଆରଆର’ର ସଫଳତା ପରେ ରାମଚରଣ ଏହି ନୂଆ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଏହା ସହିତ ତାଙ୍କ ଫ୍ୟାନ୍ ମାନେ ମଧ୍ୟ ଏକଦମ୍ ଖୁସ୍ । ଗତ ଶନିବାର (୨୭.୩) ଦିନ ରାମଚରଣ ଓସ୍କାର ପୁରସ୍କାର ଉତ୍ସବରୁ ଫେରିବା ପରେ ହାଇଦ୍ରାବାଦରେ ନୂଆ ଫିଲ୍ମର ଏକ ଗୀତ ସୁଟିଂ କରିଥିଲେ । ସେହି ଜାଗାରେ ତାଙ୍କର ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା । ସେଠାରେ ଲାଗିଥିବା ସେଟ୍ର ଏକ କୋଣରେ ଜନ୍ମଦିନ ପାଇଁ କେକ୍ ରଖି ସଜା ଯାଇଥିଲା । ରାମଚରଣ ଯେତେବେଳେ ଭିତରକୁ ଆସିଲେ ଉପରୁ ଫୁଲ ବର୍ଷା କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login