The Ultimate Managed Hosting Platform
ADVERTISEMENT

ଆସନ୍ତା ୭ ଯାଏଁ ବର୍ଷା ସମ୍ଭାବନା !

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତା ୭ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । କାଲି ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । କୁଆ ପଥର ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିବ । ବିଜୁଳି ଘଡଘଡି ସହ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଆଞ୍ଚଳିକ ପାଣିପାଗ କାର୍ୟ୍ୟାଳୟ ଦୁଇ ଦିନ ପରେ ରାଜ୍ୟରେ ପୁନର୍ବାର ଗ୍ରୀଷ୍ମ ପ୍ରବାହ ଫେରିବ ବୋଲି ପୂର୍ବାନୁମାନ କରିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ତାପମାତ୍ରା ୨-୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପାଗ ପରିସ୍ଥିତିରେ ଏହି ହଠାତ୍ ପରିବର୍ତ୍ତନ କିଛି ଅଞ୍ଚଳକୁ ବର୍ଷାରୁ ଆଶ୍ୱସ୍ତି ଦେବାର ସମ୍ଭାବନା ଥିବାବେଳେ ଅନ୍ୟ ଅଞ୍ଚଳଗୁଡ଼ିକର ବାସିନ୍ଦା ବୃଦ୍ଧି ପାଉଥିବା ଗରମ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login