ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋହନ ସରକାରଙ୍କ ଚତୁର୍ଥ କ୍ୟାବିନେଟ ବୈଠକ । ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧକ୍ଷତାରେ ବସିବ ବୈଠକ । ଅନ୍ୟପଟେ ପ୍ରଥମ ପ ର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଶେଷ ହୋଇଛି । ଅଗଷ୍ଟ ୨୦ ତାରିଖ ଯାଏଁ ଗୃହ ମୁଲତବୀ ରହିଛି । ସେହିପରି ୨୦ରୁ ସେପ୍ଟେମ୍ବର ୧୩ ତାରିଖ ଯାଏଁ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ।
Views: 70











