The Ultimate Managed Hosting Platform
ADVERTISEMENT

ଆସନ୍ତାକାଲି ଓଡିଶା ଆସିବେ ରାହୁଲ

Facebook
Twitter
LinkedIn

ଭୁବନେଶ୍ୱର : କାଲି ଓଡ଼ିଶା ଆସିବେ ରାହୁଲ। ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେବେ ଲୋକସଭା ବିରୋଧୀ ଦଳ ନେତା । ରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଉପସ୍ଥିତ ରହିବେ।ବଡ଼ ସମାବେଶ ପାଇଁ କଂଗ୍ରେସ ଉଦ୍ୟମ କରିଛି। କୃଷକ, ଦଳିତ, ନାରୀ ନିର୍ୟାତନା, ସାମାଜିକ ନ୍ୟାୟଠାରୁ ଆରମ୍ଭ କରି ରଥଯାତ୍ରା ଅଘଟଣ ପ୍ରସଙ୍ଗରେ ରାହୁଲ ଡବଲ ଇଂଜିନ ସରକାର ବିରୋଧରେ ରଣହୁଙ୍କାର ଦେଇପାରନ୍ତି । ତାଙ୍କ ଗସ୍ତକୁ ସଫଳ କରିବାକୁ କଂଗ୍ରେସ ଜୋରଦାର ପ୍ରସ୍ତୁତି କରିଛି । କିନ୍ତୁ ଏପଟେ ଚାଲିଛି ଡ୍ରାଇଭରଙ୍କ ଆନ୍ଦୋଳନ । ଆନ୍ଦୋଳନ ଯୋଗୁ ବନ୍ଦ ରହିଛି ଗାଡି ଚଳାଚଳ । ଫଳରେ କାର୍ୟ୍ୟକ୍ରମରେ କର୍ମୀଙ୍କ ସାମିଲ ହେବା ନେଇ ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପାଟନା ଏୟାରପୋର୍ଟରେ ଲାଗିଲା ନିଆଁ

ପାଟନା ଏୟାରପୋର୍ଟରେ ଲାଗିଲା ନିଆଁ

ପାଟନା : ବିମାନବନ୍ଦରର ପୁରୁଣା ଟର୍ମିନାଲ ବିଲିଡିଂରେ ଚାଲିଥିବା ଭାଙ୍ଗିବା ପ୍ରକ୍ରିୟା ସମୟରେ ଓ୍ଵେଲଡିଂ କାମ ଚାଲୁଥିବା ବେଳେ ସ୍ପାର୍କ ଯୋଗୁଁ ନିଆଁ ଲାଗିଯାଇଥିଲା । ବିହାରର...

Login