The Ultimate Managed Hosting Platform
ADVERTISEMENT

ଆଳୁ ଦର ବୃଦ୍ଧିକୁ ନେଇ ସରଗରମ ଗୃହ

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭାରେ ଆଳୁ ତାତି । ରାଜ୍ୟରେ ଆଳୁ ସଙ୍କଟ ପାଇଁ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ରାଜ୍ୟ ସରକାରଙ୍କୁ ବିଜେଡି ବିଧାୟକ ଗଣେଶ୍ବର ବେହେରା ଘେରିବା ପରେ ପୂର୍ବ ସରକାରକୁ ପାଲଟା ଦୋଷ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବିଜୁଳି ଦର ପାଇଁ ନୁହେଁ ବରଂ ପୂର୍ବ ସରକାରର ତୃଟି ପାଇଁ ଶୀତଳ ଭଣ୍ଡାର ବନ୍ଦ ପଡ଼ିଛି । ବିଜୁଳି ଦର ଅଧିକ ଥିବାରୁ ଶୀତଳ ଭଣ୍ଡାର ବନ୍ଦ ପଡ଼ିଥିବା କହିଥିଲେ ବିଧାୟକ ଗଣେଶ୍ବର ବେହେରା । ଯାହାର ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଗତ ସରକାର ସମୟରେ ଶୀତଳ ଭଣ୍ଡାର ଦାୟିତ୍ୱ ଅର୍ଥତତ୍ୱ ଭଳି ଚିଟଫଣ୍ଡ କମ୍ପାନୀକୁ ଦିଆଯାଇଥିଲା । ଏଟି ଚିଟଫଣ୍ଡ କମ୍ପାନି ଏହାକୁ ବନ୍ଧକ ରଖିବାରୁ, ଶୀତଳ ଭଣ୍ଡାର ବନ୍ଦ ହୋଇଗଲା ବୋଲି ସେ ଗୃହରେ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login