The Ultimate Managed Hosting Platform
ADVERTISEMENT

ଆଲିୟାଙ୍କ ବିବାହ ପ୍ରସ୍ତୁତି!

Facebook
Twitter
LinkedIn

ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ନେଇ ଚର୍ଚ୍ଚା ସରଗରମ ହୋଇଉଠିଛି । ଉଭୟ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଥିଲା । ଉଭୟ ଏନେଇ ଖୋଲଖୋଲି ଭାବେ ସ୍ୱୀକାର କରିନଥିôଲେ ବି ଅନେକ ଥର ପରୋକ୍ଷ ଭାବେ ଖୁଲାସା କରିଛନ୍ତି । ଅନେକ ଆୱାର୍ଡ ସୋ’ ଏବଂ ଟକ୍ ସୋ’ରେ ଆଲିୟା ଓ ରଣବୀରଙ୍କ ପ୍ରେମ ସମ୍ପର୍କରେ ଥିବା ବିବାଦରେ ଫ୍ୟାନଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛନ୍ତି ।ଏହି ଯୋଡି ଏବେ ପ୍ରେମ ସମ୍ପର୍କକୁ ବିବାହର ରୂପ ଦେବାକୁ ଯାଉଛନ୍ତି । ଉଭୟ ଆସନ୍ତା ଏପ୍ରିଲ କିମ୍ବା ମେ ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଅନେକ ରିପୋର୍ଟରେ ଦାବି କରାଯାଉଛି ।

ଇତିମଧ୍ୟରେ ଆଲିୟା ଏବଂ ରଣବୀରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଉଭୟ ନିଜ ବିବାହ ପାଇଁ ସପିଂ ଆରମ୍ଭ କରିଦେଇଥିବା ଏହି ଫଟୋକୁ ଦେଖିବାକୁ ମିଳିଛି । ଖ୍ୟାତନାମା ଶାଢୀ ତଥା ବ୍ରାଇଡାଲ କଷ୍ୟୁମ ଡିଜାଇନର ବୀଣା କନ୍ନନଙ୍କୁ ଉଭୟ ଭେଟିଛନ୍ତି । ବୀଣା ନିଜର ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି । ବିବାହା ପାଇଁ ଶାଢୀ ଓ ବ୍ରାଇଡାଲ କଷ୍ୟୁମ ଅର୍ଡର ଦେବାକୁ ସେମାନେ ବୀଣା କନ୍ନନଙ୍କ ସହ ସାକ୍ଷାତ କରିଥିବା କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login