The Ultimate Managed Hosting Platform
ADVERTISEMENT

ଆରପାରିରେ କାଇଚଟଣୀ ଗବେଷକ ଇଂ ନୟାଧର ପଢିଆଲ

Facebook
Twitter
LinkedIn

ମୟୂରଭଞ୍ଜ : ଆରପାରିରେ କାଇଚଟଣୀ ଗବେଷକ ଇଂ ନୟାଧର ପଢିଆଲ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦରୋଗ ଜନିତ ଚିକିତ୍ସା ଚାଲିଥିବା ଅବସ୍ଥାରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ବାରିପଦାର ମଧୂବନ ସ୍ଥିତ ବାସଭବନରେ ଗାଧୁଆ ଘରେ ପଡିଯିଵା ପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ କରୋନା କାଳରେ ଆଦିବାସୀ ମାନଙ୍କର ପ୍ରିୟ ଖାଦ୍ୟ କାଇ ଚଟଣୀରେ ଔଷଧୀୟ ଗୁଣବତ୍ତାକୁ ଉପସ୍ଥାପନ କରି ଭାରତ ସରକାରଙ୍କ ପକ୍ଷରୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିପାରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login