କୋଲକତା : ଆରଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଆଜି ଅଷ୍ଟମ ଦିନ ଲାଗି କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଜେରା କରୁଛି ସିବିଆଇ। ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା। ଆରଜିକର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କର ହେବ ପଲିଗ୍ରାଫ ଟେଷ୍ଟ । ସନ୍ଦୀପଙ୍କ ସହ ୪ ଟ୍ରେନି ଡାକ୍ତରଙ୍କ ମଧ୍ୟ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି କୋର୍ଟ। ତେବେ ପଲିଗ୍ରାଫ ଟେଷ୍ଟରୁ ବାହାରିବ କି ହତ୍ୟାକାଣ୍ଡର ସତ। ହଟିବ କି ରହସ୍ୟ ଉପରୁ ପରଦା । ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ତଥ୍ୟ ଲୁଚାଉଥିବା ସନ୍ଦେହ କରିଛି ସିବିଆଇ। ପୀଡ଼ିତା ଡାକ୍ତରଙ୍କ ୪ ସାଥୀ ଟ୍ରେନି ଡାକ୍ତର ମଧ୍ୟ ତଥ୍ୟ ଲୁଚାଉଥିବା ସିବିଆଇର ସନ୍ଦେହ ହେଉଛି। ହତ୍ୟାକାଣ୍ଡ ଦିନ ଟ୍ରେନି ୪ ଡାକ୍ତର ପୀଡ଼ାତାଙ୍କ ସହ କଣ କଥା ହୋଇଥିଲେ। ଅଘଟଣ ଦିନ ସେମାନେ ରାତିରେ କଣ ଖାଦ୍ୟ ଖାଇଥିଲେ । ଡିନର କରିବା ପରେ କଣ ହୋଇଥିଲା । ଡିନର କରିବା ପରେ ପୀଡ଼ିତା କେଉଁଠିକୁ ଯାଇଥିଲେ। ଖାଇବା ପରେ ୪ ଟ୍ରେନି ଡାକ୍ତର କେଉଁଠିକୁ ଯାଇଥିଲେ। ରାତ୍ରି ଭୋଜନ ଖାଇବା ପରେ ସମସ୍ତେ କେଉଁଠି ଭେଟ ହୋଇଥିଲେ । ଏହାକୁ ନେଇ ଚାଲିଛି ତନାଘନା।
ଆରଜି ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କର ହେବ ପଲିଗ୍ରାଫ ଟେଷ୍ଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...