ବୈାଦ୍ଧ: ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ , ସ୍ତ୍ରୀଙ୍କର ଚାଲିଗଲା ଜୀବନ । ବଞ୍ଚିଗଲେ ୨ ଶିଶୁ । ଟାଉନ ଥାନା ମହାନଦୀ ବ୍ରିଜ ଉପରେ ଦମ୍ପତିଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣା ସ୍ଥଳରେ ସ୍ୱାମୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀ ମୃତ । ଦମ୍ପତି ପିଲାଙ୍କ ସହ ବ୍ରିଜରେ ଛିଡା ହୋଇ ମହାନଦୀ ପାଣି ଦେଖୁଥିଲେ । ଦୁର୍ଘଟଣା ଘଙ୍କାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଫେରାର ।
Views: 58