The Ultimate Managed Hosting Platform
ADVERTISEMENT

ଆମ୍ବୁଲାନ୍ସରେ କଫସିରଫ ଚାଲାଣ

Facebook
Twitter
LinkedIn

ବଲାଙ୍ଗୀର : ଘରୋଇ ଆମ୍ବୁଲାନ୍ସରେ କଫସିରପ ଚାଲାଣ । ମାଡି ବସିଲା ବଲାଙ୍ଗୀର ପୋଲିସ । ଲକ୍ଷାଧିକ ଟଙ୍କାର କଫସିରଫ ଜବତ କରିଛି ଟାଉନ ଥାନା ପୋଲିସ । ଘରୋଇ ଆମ୍ବୁଲାନ୍ସରେ ଆଗରୁ ବି ଅଭିଯୁକ୍ତମାନେ ଚୋରା ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଛି ଓ ଚଢ଼ାଉ ବେଳେ ଏକ ଫାର୍ମାସି କମ୍ପାନୀର ମେଡିସିନ ରିପ୍ରେଜେଣ୍ଟେଟିଭ ରାକେଶ ପ୍ରଧାନ ଧରାପଡ଼ିଛି । ରାକେଶ ସମେତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ମେଣ୍ଡା ଗାଁର। ରାକେଶ ଏମଆର ଭାବେ କାମ କରୁଥିବାବେଳେ ବଲାଙ୍ଗୀର ସହର ଶାସ୍ତ୍ରୀନଗର ହରିହର ମିଶ୍ର ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ । ଅଭିଯୁକ୍ତମାନଙ୍କଠାରୁ ୧୫ ପେଟି ୧୮ ଶହ ବୋତଲ କଫ ସିରଫ ଜବତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login