The Ultimate Managed Hosting Platform
ADVERTISEMENT

ଆମେରିକାରେ ପ୍ରବଳ ତୁଷାରପାତ ଯୋଗୁ ୨୧୦୦ ବିମାନ ଉଡାଣ ବାତିଲ

Facebook
Twitter
LinkedIn

ୱାଶିଂଟନ: ନିକଟରେ ଆମେରିକାର କେତେକ ଅଞ୍ଚଳରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ଅନ୍ୟପକ୍ଷରେ, ଦକ୍ଷିଣ ଆମେରିକାରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି। ବର୍ତ୍ତମାନ ପର୍ୟ୍ୟନ୍ତ ପ୍ରବଳ ତୁଷାରପାତ ଯୋଗୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦକ୍ଷିଣ ଆମେରିକାରେ ପ୍ରବଳ ତୁଷାରପାତ ଯୋଗୁ ଏପର୍ୟ୍ୟନ୍ତ ୨୧୦୦ ରୁ ଅଧିକ ବିମାନ ବାତିଲ କରାଯାଇଛି। ଟେକ୍ସାସ୍, ଲୁଇସିୟାନା, ମିସିସିପି, ଅଲବାମା, ଜର୍ଜିଆ, ମିଲୱାକ୍, ଦକ୍ଷିଣ କାରୋଲିନା ଏବଂ ଫ୍ଲୋରିଡା ରାଜ୍ୟରେ ପ୍ରବଳ ତୁଷାରପାତ ଜାରି ରହିଛି। ଏହି ରାଜ୍ୟଗୁଡିକର ରାସ୍ତାଘାଟ ବରଫ ହୋଇଯାଇଛି। ଏସବୁ ଅଞ୍ଚଳରେ ୧୦ ଇଞ୍ଚରୁ ଅଧିକ ବରଫ ଜମିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login