The Ultimate Managed Hosting Platform
ADVERTISEMENT

ଆଦମପୁରରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ; ଭାରତ ବୁଦ୍ଧ ଏବଂ ଗୁରୁ ଗୋବିନ୍ଦ ସିଂହ ଭୂମି, ଯଦି ଆଉ ଆତଙ୍କବାଦୀ ଆକ୍ରମଣ ହୁଏ , ତେବେ କଡା ଜବାବ ଦିଆଯିବ

Facebook
Twitter
LinkedIn

ପଞ୍ଜାବ : ଆଦମପୁରରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । କାଲିଠୁ କହି ସାରିଛି ତିନଟି ପଏଣ୍ଟଉପରେ ନିଷ୍ପତ୍ତି ହୋଇଛି ।ଆଦଙ୍କବାଦୀ ଆକ୍ରମଣ ହୁଏ ଆମେ ଆମ ଉପାୟରେ କାର୍ଯ୍ୟ କରିବୁ , ଦ୍ୱିତୀୟତଃ କୈାଣସି ପରମାଣୁ ବ୍ଲାକମେଲ ସହ୍ୟ କରିବୁ ନାହିଁ । ତୃତୀୟତଃ ଆମେ ଆତଙ୍କବାଦକୁ ସମର୍ଥନ କରୁଥିବା ସରକାର ମାଷ୍ଟରମାଇଣ୍ଡମାନଙ୍କୁ ପୃଥକ ସଂସ୍ଥା ଭାବରେ ଦେଖିବୁ ନାହିଁ । ବିଶ୍ୱ ମଧ୍ୟ ଭାରତର ନୂତନ ରୂପ ଓ ବ୍ୟବସ୍ଥାକୁ ବୁଝି ଆଗକୁ ବଢୁଛି ।
ଅପରେସନ ସିନ୍ଦୂର ଏକ ସାଧାରଣ ସାମରିକ ଅଭିଯାନ ନୁହେଁ । ଏହା ଭାରତର ନୀତି, ଉଦେ୍ଦଶ୍ୟ ଓ ନିର୍ଣ୍ଣାୟକତାର ସଙ୍ଗମ । ଭାରତ ବୁଦ୍ଧ ଏବଂ ଗୁରୁ ଗୋବିନ୍ଦ ସିଂହ ଭୂମି । ଯେତେବେଳେ ମା ଭଉଣୀଙ୍କ ସିନ୍ଦୂର କାଢି ଦିଆଯାଇଥିଲା, ଆତଙ୍କବାଦୀଙ୍କ ଘରେ ପଶି ସେଗୁଡିକୁ ଗୁଣ୍ଡ କରିଦେଲୁ । ଆତଙ୍କବାଦ ବିରୋଧରେ ଭାରତର ଲକ୍ଷ୍ମଣ ରେଖା ସ୍ପଷ୍ଟ । ଯଦି ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୁଏ , ତେବେ କଡା ଜବାବ ଦିଆଯିବ । ସର୍ଜିକାଲଷ୍ଟ୍ରାଇକ ଓ ଏୟାରଷ୍ଟ୍ରାଇକ ସମୟରେ ଏହା ଦେଖିଲୁ । ଅପରେସନ ସିନ୍ଦୂର ହେଉଛି ଭାରତର ନ୍ୟୁ ନର୍ମାଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login