The Ultimate Managed Hosting Platform
ADVERTISEMENT

ଆଡପ ପହଣ୍ଡି ଅଘଟଣ : ତଦନ୍ତ ଆରମ୍ଭ

Facebook
Twitter
LinkedIn

ପୁରୀ : ଆଡପ ପହଣ୍ଡି ବେଳେ ବଡ ଠାକୁରଙ୍କୁ ପକାଇଦେବା ଘଟଣା । ୩ ଜଣିଆ କମିଟିର ତଦନ୍ତ ଆରମ୍ଭ, ପଚରାଉଚରା ଜାରି । ବଳଭଦ୍ର ବାଡଗ୍ରାହୀଙ୍କୁ ଡାକି କମିଟିର ପଚରାଉଚରା । ଦଇତାପତି, ପ୍ରତିହାରୀ , ଖୁଣ୍ଟିଆ ସେବକ , ଜେଟିପିଙ୍କୁ ପଚରାଉଚରା । ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ , ବରିଷ୍ଠ ଦଇତାପତି ସେବକଙ୍କୁ ପଚରାଉଚରା । ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଥିଲା । ୨୪ ଦିନ ବିତି ଗଲାଣି ଏଯାଏଁ କୈାଣସି କାର୍ଯ୍ୟାନୁଷ୍ଠାନ ହୋଇନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login