ଆଜି ହେଉଛି ପ୍ରପୋଜ ଡେ । ପ୍ରଥମ ଦିନ ଅର୍ଥାତ ଫେବୃଆରୀ ୭ ତାରିଖ ଥିଲା ରୋଜ ଡେ ବା ଗୋଲାପ ଦିବସ । ପ୍ରେମ ସପ୍ତାହର ଆଜି ହେଉଛି ଦ୍ୱିତୀୟ ଦିନ ପ୍ରପୋଜ ଡେ ବା ପ୍ରେମ ନିବେଦନ ପାଇଁ ଦିନ ଟିଏ । ଏହି ଦିନଟି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଯେଉଁମାନେ ନିଜ ପ୍ରେମିକ ବା ପ୍ରେମିକାଙ୍କ ନିକଟରେ ନିଜର ଭାବନା ପ୍ରକାଶ କରିବାକୁ ଚାହାଁନ୍ତି ।ଏହି ଦିନ ପ୍ରେମୀମାନେ ସେମାନଙ୍କ ସାଥୀଙ୍କୁ ବିବାହ କିମ୍ବା ପ୍ରେମ ପାଇଁ ପ୍ରସ୍ତାବ ଦିଅନ୍ତି, ଯାହା ସେମାନଙ୍କ ସମ୍ପର୍କରେ ଏକ ନୂତନ ଆରମ୍ଭକୁ ସୂଚନା ଦେଇଥାଏ । ପ୍ରପୋଜ୍ ଡେ ହେଉଛି ଆପଣଙ୍କ ପ୍ରେମକୁ ଖୋଲାଖୋଲି ଭାବରେ ପ୍ରକାଶ କରିବାର ଏକ ବିଶେଷ ସୁଯୋଗ ଆଣିଦିଏ । ଯେଉଁମାନେ ନିଜ ସମ୍ପର୍କକୁ ଏକ ନୂତନ ନାମ ଦେବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ଏହି ଦିନ ବହୁତ ଖାସ୍ ହୋଇଥାଏ । ପ୍ରପୋଜ୍ ଡେର ଇତିହାସ ସିଧାସଳଖ ଭାଲେଣ୍ଟାଇନ୍ସ ସପ୍ତାହ ସହିତ ଜଡିତ ହୋଇଛି । ଯାହା ପ୍ରେମ ଏବଂ ପ୍ରେମକୁ ପାଳନ କରିବା ପାଇଁ ସୃଷ୍ଟି ୧୮ଶହ ଏବଂ ୧୯ଶହ ଶତାବ୍ଦୀରେ ୟୁରୋପ ଏବଂ ଆମେରିକାରେ ହୋଇଥିଲା । ପୁରୁଷମାନେ ଆନୁଷ୍ଠାନିକ ଭାବରେ ଏକ ମୁଦି ସାହାଯ୍ୟରେ ବିବାହ ପ୍ରସ୍ତାବ ଦେଉଥିଲେ । ବିଂଶ ଶତାବ୍ଦୀର ଶେଷରେ ଭାଲେଣ୍ଟାଇନ୍ସ ସପ୍ତାହର ଲୋକପ୍ରିୟତା ବେଶ ରହିଥିଲା, ପ୍ରପୋଜ୍ ଡେ ମଧ୍ୟ ବିଶେଷ ଗୁରୁତ୍ୱ ପାଇବାକୁ ଲାଗିଲା ବୋଲି ବିଶ୍ୱାସ କରାଯାଏ ।
ଆଜି ହେଉଛି ପ୍ରପୋଜ ଡେ, ସାଥୀଙ୍କୁ ନିଆରା ଢଙ୍ଗରେ ଜଣାନ୍ତୁ ମନ କଥା

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...