The Ultimate Managed Hosting Platform
ADVERTISEMENT

ଆଜି ପ୍ରଥମାଷ୍ଟମୀ, ପଢୁଆଁ ହେବେ ବଡଦେଉଳର ବଡଠାକୁର

Facebook
Twitter
LinkedIn

ଭୁବନେଶ୍ୱର : ଆଜି ପ୍ରଥମାଷ୍ଟମୀ । ପୋଢୁଆଁ ହେବେ ବଡ ଠାକୁର ପ୍ରଭୁ ଶ୍ରୀ ବଳଭଦ୍ର । ତାଙ୍କ ସହିତ ସାନ ଭାଇ ମହାପ୍ରଭୁ ଜଗନ୍ନାଥ ମାଆ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ମଧ୍ୟ ପୋଢୁଆଁ ହେବେ । ଏ ନେଇ ମହାପ୍ରଭୁଙ୍କ ମାମୁଘର ନିଆଳି ମାଧବାନନ୍ଦଙ୍କ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ପାଟ ମଠା ସାଙ୍ଗକୁ ବିଭିନ୍ନ ସାମଗ୍ରୀ ନେଇ ଏକ ପଟୁଆରେ ଶ୍ରୀ କ୍ଷେତ୍ରରେ ଗତକାଲି ପହଁଚିଥିଲେ ସେବାୟତ ଓ ସ୍ଥାନୀୟ ଲୋକେ । ଗୁଣ୍ତିଚା ମନ୍ଦିରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ପତାକା, ପାରମ୍ପରିକ ବାଦ୍ୟ, ନୃତ୍ୟରେ ପାଇକ ଆଖଡା, ରାମତାଳି, ଲଉଡି, ଘୋଡ଼ା ନାଚ ସାଙ୍ଗକୁ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂକୀର୍ତ୍ତନରେ ଆସିଥିଲେ । ଏହି ପୋଢୁଆଁ ଭାର ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଦିଆଯାଇଥିଲା । ଗତକାଲି ଶ୍ରୀଜିଉ ପୋଢୁଆଁ ହେବେ ।.

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login