The Ultimate Managed Hosting Platform
ADVERTISEMENT

ଆଜି ପବିତ୍ର ମକର ସଂକ୍ରାନ୍ତି ; ମହାକୁମ୍ଭମେଳାରେ ଆଜି ଭକ୍ତଙ୍କ ପ୍ରବଳ ଭିଡ

Facebook
Twitter
LinkedIn

ପ୍ରୟାଗରାଜ : ଆଜି ପବିତ୍ର ମକର ସଂକ୍ରାନ୍ତି। ପ୍ରୟାଗରାଜ କୁମ୍ଭମେଳାରେ ଅନୁଷ୍ଠିତ ହୋଇଛି ମହାସ୍ନାନ। ଗତକାଲି ଆରମ୍ଭ ହୋଇଥିବା ଉତ୍ତର ପ୍ରଦେଶ ପ୍ରୟାଗରାଜର ଏହି ମହାକୁମ୍ଭମେଳାରେ ଆଜି ମଧ୍ୟ ଅଧିକ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ଗତକାଲି ପ୍ରଥମ ଦିନରେ ପ୍ରାୟ ଦେଢ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଜି ମଧ୍ୟ ଗତକାଲି ତୁଳନାରେ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସମ୍ଭାବନା ରହିଛି। ଆସନ୍ତା ଫେବୃଆରୀ ୨୬ ଯାଏ ଚାଲିବ କୁମ୍ଭ ମେଳା। ଏହି ସମୟ ମଧ୍ୟରେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ କୁମ୍ଭମେଳାକୁ ଆସିବା ଆଶା କରାଯାଉଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଛନ୍ତି ୩୦ ହଜାରରୁ ଅଧିକ ପୋଲିସ। ସମଗ୍ର କୁମ୍ଭମେଳା ଅଞ୍ଚଳରେ ଲଗାଯାଇଛି ୨ ହଜାର ୭୦୦ ଆର୍ଟିଫିସିଆଲ ଇଣ୍ଟେଲିଜେନସ କ୍ୟାମେରା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login