The Ultimate Managed Hosting Platform
ADVERTISEMENT

ଆଜିଠୁ ୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଷୋଡଶ ଅର୍ଥ କମିଶନ

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଷୋଡଶ ଅର୍ଥ କମିଶନ। ଚେୟାରମ୍ୟାନ ଅରବିନ୍ଦ ପାନଗାରିଆଙ୍କ ନେତୃତ୍ବରେ ଆସୁଛି ଟିମ। ଫେବୃଆରୀ ୬ ତାରିଖ ସକାଳ ୯ଟା ୩୦ରୁ ଅପରାହ୍ନ ଗୋଟାଏ ଯାଏଁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ସହ ସେ ବୈଠକ କରିବେ। ସବୁ ବିଭାଗ ମୁଖ୍ୟଙ୍କୁ ସେହି ସମୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ଓଡ଼ିଶା କଣ ଦାବି ଉପସ୍ଥାପନ କରିବ ସେନେଇ ବୁଦ୍ଧିଜୀବୀ ମହଲର ନଜର ରହିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login