The Ultimate Managed Hosting Platform
ADVERTISEMENT

ଆଗାମୀ ଦୁଇ ଦିନ ତାତିରୁ ନିସ୍ତାର ନାହିଁ !

Facebook
Twitter
LinkedIn

ଭୁବନେଶ୍ୱର : ତାତିରୁ ମିଳିବନି ନିସ୍ତାର । ଆହୁରି ୨ ଦିନ ହନ୍ତସନ୍ତ କରିବ । ସାରା ଓଡିଶାରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଯାହା ଫଳରେ ତତଲା କଡେଇରେ ସିଝିଲାଣି ଓଡିଶା । ଆଗାମୀ ଦୁଇ ଦିନ ତାତିରୁ ନିସ୍ତାର ନାହିଁ । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ପ୍ରଭାବିତ କରିବ । ୨୦ ଓ ୨୧ ତାରିଖ ପାଇଁ ସତର୍କତା ଜାରି କରିଛି ଆଞ୍ଚଳକି ପାଣିପାଗ ବିଭାଗ । ଆସନ୍ତାକାଲି ୨୩ ଜିଲ୍ଲା ଓ ୨୧ ତାରିଖରେ ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଆଗାମୀ ୨୪ ଘଣ୍ଟା ଯାଏଁ ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୧ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । କିନ୍ତୁ ୨୫ ତାରିଖ ପରେ ତାତି ପୁଣି ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login