The Ultimate Managed Hosting Platform
ADVERTISEMENT

ଆକ୍ରମଣରୁ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ମାଡ ଖାଇଲେ ଗର୍ଭବତୀ ମହିଳା, ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ

Facebook
Twitter
LinkedIn

ନୀଳଗିରି : ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ତିନିଦେଶ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସ୍ଵାମୀଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ଗର୍ଭବତୀ ମହିଳା । ଅତି ଅମାନୁସିକ ଭାବେ ମାଡ଼ ମାରିବା ଭଳି ଅଭିଯୋଗ । ଉଭୟ ଗ୍ରାମବାସୀଙ୍କ ସହାୟତାରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନାଅନୁଯାୟୀ , ତିନିଦେଶ ଗ୍ରାମର ରାଖାଲ ସିଂ ଓ ତାଙ୍କ ସ୍ତ୍ରୀ ମିନତୀ ଘରେ ମଙ୍ଗଳବାର ରାତିରେ ଘରେ ଥିବାବେଳେ ସେହି ଅଞ୍ଚଳର ସୁକାନ୍ତ ସିଂ, ଲିତୁ ସିଂ, ଶମ୍ଭୁଆ ସିଂ, ନିରଞ୍ଜନ ନାୟକ ଆମ ସମର୍ଥକଙ୍କୁ କଣ ପାଇଁ ଭୋଟ୍ ଦେଲେନି କହି ରାଖାଲକୁ ଆକ୍ରମଣ କରିଥିଲେ। ତାଙ୍କ ଗର୍ଭବତୀ ସ୍ତ୍ରୀ ଆସି ବାରଣ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ବୁଧବାର ଉଭୟ ଆସି ଗ୍ରାମବାସୀଙ୍କ ସହାୟତାରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଏନକାଉଣ୍ଟରରେ ମହିଳା ନକ୍ସଲ ନିହତ

ଆତ୍ମସମର୍ପଣ କଲେ ୨୦୮ ନକ୍ସଲ

ଛତିଶଗଡ : ଜଗଦଲପୁରରେ ଆତ୍ମସମର୍ପଣ କଲେ ୨୦୮ ନକ୍ସଲ । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ଉପସ୍ଥିତିରେ କଲେ ଆତ୍ମସମର୍ପଣ ।୧୫୩ ମାରଣାସ୍ତ୍ର ସହ ଆତ୍ମସମର୍ପଣ କଲେ ସମସ୍ତ...

ADVERTISEMENT

Login