The Ultimate Managed Hosting Platform
ADVERTISEMENT

ଆଇନ ତା ବାଟରେ ଯିବ – ଅପରାଜିତା

Facebook
Twitter
LinkedIn

ଭୁବନେଶ୍ୱର : କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ ଚିଠି ପରେ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା । ଟୁଇଟ ଯୋଗେ ପ୍ରତିକ୍ରିୟା ଜଣାଇଲେ ସାଂସଦ ଅପରାଜିତା ଷଡଙ୍ଗୀ । ଓଡିଶା ଅଫିସରଙ୍କ ନିୟମ ଉଲ୍ଲଂଘନକୁ କେନ୍ଦ୍ର ଗୁରୁତ୍ୱର ସହ ନେଇଛି । କଣ୍ଡକ୍ଟ ରୁଲ୍ ଉଲ୍ଲଂଘନକୁ କେନ୍ଦ୍ର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ସିଏସ ଷ୍ଟେଟ କ୍ୟାଡର କଣ୍ଟ୍ରୋଲିଂ ଅଥରିଟି , ଆକ୍ସନ ପାଇଁ ତାଙ୍କୁ କୁହାଯାଇଛି । ଆଶା କରୁଛୁ ଆଇନ ତା ବାଟରେ ଯିବ , ଓଡିଶା ଦେଖିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login