The Ultimate Managed Hosting Platform
ADVERTISEMENT

ଅରୂପାନନ୍ଦ କଲେଜ ଅଧକ୍ଷ, ଅଧ୍ୟାପକ ନିଲମ୍ବିତ

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ସ୍ୱାମୀ ଅରୂପାନନ୍ଦ କଲେଜ ଅଧକ୍ଷ, ଅଧ୍ୟାପକ ନିଲମ୍ବିତ । ଅଧ୍ୟକ୍ଷ ରମେଶ ସାହୁ , ଗଣିତ ଅଧ୍ୟାପକ ଶାସ୍ୱତ ମହାନ୍ତି ଚାକିରିରୁ ନିଲମ୍ବିତ । ଛାତ୍ରୀ ନିର୍ଯାତନା ଘଟଣାରେ ଜିଲ୍ଲାପାଳଙ୍କ କଡା କାର୍ଯ୍ୟାନୁଷ୍ଠାନ । ଅଧ୍ୟକ୍ଷଙ୍କ କାରଣ ଦର୍ଶାଅ ରିପୋର୍ଟ ସନ୍ତୋଷଜନକ ନଥିବାରୁ ପଦକ୍ଷେପ । ଏହି ବାବଦରେ କଲେଜ ଅଧକ୍ଷଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି। କଲେଜ୍ ଅଧକ୍ଷ କହିଛନ୍ତି ଏହି ଘଟଣା ଆଠ ମାସ ପୂର୍ବରୁ ଘଟିଥିଲା । ସଂପୃକ୍ତ ଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥିତିରେ ଘଟଣାର ସମାଧାନ ହୋଇଯାଇଛି । ଶିକ୍ଷକ ଛାତ୍ରୀଙ୍କୁ ଭୁଲ ମାଗିବାରୁ ଛାତ୍ରୀ ଜଣକ ତାଙ୍କ ଅଭିଯୋଗକୁ ପ୍ରତ୍ୟାହାର କରି ନେଇଥିଲେ । ଆଜି କଲେଜ ଅଧକ୍ଷ ରମେଶ ସାହୁ ଓ ଅଧ୍ୟାପକ ଶାଶ୍ଵତ ମହାନ୍ତିଙ୍କୁ ନିଲମ୍ବିତ କରିଛନ୍ତି ଜଗତସିଂହପୁର ଉପ ଜିଲ୍ଲାପାଳ । ଏ ନେଇ ସୂଚନା ମଧ୍ୟ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login