The Ultimate Managed Hosting Platform
ADVERTISEMENT

କେନ୍ଦ୍ରାପଡାରେ ହେବ ମେଡିକାଲ କଲେଜ : ସ୍ୱାସ୍ଥ୍ୟମନ୍ତ୍ରୀ

Facebook
Twitter
LinkedIn

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସରକାରୀ କାର୍ଯ୍ୟର ସମୀକ୍ଷା ବେଳେ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସରକାରଙ୍କ ଟପ -୨୧ ଏଜେଣ୍ଡା ଭିତରେ ଏହା ସ୍ଥାନ ପାଇ ସାରିଛି । ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନେଇ ପ୍ରତିଶ୍ରୁତିବଦ୍ଧ । ମେଡିକାଲ କଲେଜ ଦାବିରେ ୨୪ରେ କେନ୍ଦ୍ରାପଡା ବନ୍ଦ ଡାକରା ଦେଇଛନ୍ତି ମିଳିତ ବିରୋଧୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login