The Ultimate Managed Hosting Platform
ADVERTISEMENT

ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ

Facebook
Twitter
LinkedIn

ଟେଲି ଅଭିନେତ୍ରୀ ଶ୍ବେତା ତିୱାରୀ ତାଙ୍କ ଲୁକ୍‌ ଓ ଷ୍ଟାଇଲ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ସେ ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ପୁଣି ଥରେ ସମାଲୋଚନାକୁ ଆସିଛନ୍ତି । ହେଲେ ଏହା ପ୍ରଥମ ଥର ନୁହେଁ ଏହା ପୁର୍ବରୁ ଅନେକ ଥର ବିବାଦ ଘେରରେ ରହିଛନ୍ତି । ହେଲେ ଏବେ ଯେଉଁ ମନ୍ତବ୍ୟ ଦେଇ ଫସିଛନ୍ତି । ତାହା ଅଡୁଆ ବଢିବାରେ ଲାଗିଛି ।

ତାଙ୍କ ଓ୍ବେବ୍‌ ସିରିଜ୍‌ ସୁଟିଂର ପ୍ରମୋଶନ ପାଇଁ ସେ ଭୋପାଳରେ ଆୟୋଜିତ ହୋଇଥିବା ଏକ ଇଭେଣ୍ଟରେ ପହଞ୍ଚିଥିଲେ । ସେଠାରେ ସେ ତାଙ୍କ ନିଜର ବ୍ରା ସାଇଜ୍‌ ଏବଂ ଭଗବାନଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଷ୍ଟେଜ୍‌ରେ ମଜାଳିଆ ଢଙ୍ଗରେ କହିଥିଲେ, -‘ମେରା ବ୍ରା କା ସାଇଜ୍‌ ତୋ ଭଗବାନ ଲେ ରହେ ହେଁ’ । ଏହାର ଅର୍ଥ ‘ମୋର ବ୍ରା ସାଇଜ୍‌ ଭଗବାନ ନେଇ ଯାଉଛନ୍ତି ।ଯାହାକୁ ନେଇ ଟ୍ବିଟର୍‌ରେ ଶ୍ବେତା ତିଓ୍ବାରୀଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡୁଛି । ଏହାକୁ ନେଇ ମଧ୍ୟ ପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା ଯାଞ୍ଚ କରିବା ସହ ତାଙ୍କ ବିରୋଧରେ ରିପୋର୍ଟ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login