The Ultimate Managed Hosting Platform
ADVERTISEMENT

ଅପେକ୍ଷାକର ନିଷ୍ପତ୍ତି ବଦଳିବ : କଂଗ୍ରେସ

Facebook
Twitter
LinkedIn

ନୂଆଦିଲ୍ଲୀ : ଗୁଜରାଟ ସେସନ୍ସ କୋର୍ଟଙ୍କ ନିଷ୍ପତ୍ତି ବଦଳିବ । ଆହୁରି ସୁଦୃଢ ହୋଇ ପ୍ରତ୍ୟାବର୍ତ୍ତନ କରିବେ ରାହୁଲ । ସତ କହିବାରୁ ରାହୁଲଙ୍କୁ ଦଣ୍ଡ ମିଳିଛି କହିଲେ ମଲ୍ଲିକାର୍ଜୁନ ଖଡଗେ । ଦେଶ ସାମ୍ନାରେ ସତ ରଖିଛନ୍ତି ରାହୁଲ । ବିରୋଧୀଙ୍କ ସ୍ୱର ଚାପିବାକୁ ପ୍ରୟାସ ହେଉଛି । ଗଣତନ୍ତ୍ର ପାଇଁ ଲଢେଇ ଜାରି ରହିବ । ଗଣତନ୍ତ୍ର ପାଇଁ ଜେଲ ଯିବେ ରାହୁଲ । ସଦସ୍ୟତା ରଦ୍ଦ ଏକଛତ୍ରବାଦର ନମୁନା ।
ସେପଟେ ଅଶୋକ ଗେହଲଟ କହିଛନ୍ତି ରାହୁଲ ଗାନ୍ଧୀ ଦେଶର ସ୍ୱର । ଦମନକାରୀ ପଦକ୍ଷେପ ଉଠାଉଛି ବିଜେପି । ପଦକ୍ଷେପ ଗଣତନ୍ତ୍ର ପାଇଁ ଅଶୁଭ ସଂକେତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login